ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛପରଆଦି ଛାଉଣି କରିବା ସହିତ ଧାର୍ମିକ କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ କାମରେ ଆସୁଥିବା ଏକ ପ୍ରକାର ତୃଣ
ଉଦାହରଣ : ଏହି ସଡ଼କ ଧାରରେ ସ୍ଥାନେସ୍ଥାନେ ମୁଞ୍ଜଉଠିଅଛି
ସମକକ୍ଷ : ମୁଞ୍ଜ
एक प्रकार का तृण जो छप्पर आदि छाने के साथ-साथ धार्मिक अनुष्ठानों में भी काम आता है।
ଅର୍ଥ : ଧାତୁଆଦିରେ ବନା ହୋଇଥିବା ଏକ ପତଳା ଲମ୍ବା ହତିଆର ଯାହା ଧନୁଦ୍ୱାରା ଚଳାଯାଇଥାଏ
ଉଦାହରଣ : ବାଣ ବାଜିବାରୁ ପକ୍ଷୀଟି ଛଟପଟ ହେବାକୁ ଲାଗିଲା
ସମକକ୍ଷ : ତୀର, ବାଣ, ବିଶିଖ, ଶାୟକ
धातु आदि का बना वह पतला लम्बा हथियार जो धनुष द्वारा चलाया जाता है।
A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.