ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୀର୍ଥକ୍ଷେତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୀର୍ଥକ୍ଷେତ୍ର   ବିଶେଷ୍ୟ

ଅର୍ଥ : ଭାରତର ଚାରି ଦିଗରେ ଅବସ୍ଥିତ ଚାରୋଟି ମୁଖ୍ୟ ତୀର୍ଥ ସ୍ଥାନ

ଉଦାହରଣ : ଚାରି ଧାମ ଭାବେ ବଦ୍ରୀନାଥ,ରାମେଶ୍ୱର, ଜଗନ୍ନାଥପୁରୀ ଏବଂ ଦ୍ୱାରିକା ପରିଚିତ

ସମକକ୍ଷ : କ୍ଷେତ୍ର, ଦେବଭୂମି, ଧାମ

वे चार मुख्य तीर्थ स्थान जो भारत की चारों दिशाओं में स्थित हैं।

बद्रीनाथ, रामेश्वर, जगन्नाथपुरी तथा द्वारिका - ये चारधाम कहलाते हैं।
चार धाम, चार-धाम, चारधाम, धाम

A place of worship hallowed by association with some sacred thing or person.

shrine