ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତନ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତନ୍ତ୍ର   ବିଶେଷ୍ୟ

ଅର୍ଥ : ଝଡାଫୁଙ୍କା କରିବା ମନ୍ତ୍ର

ଉଦାହରଣ : ତନ୍ତ୍ରଶାସ୍ତ୍ର ଅନୁସାରେ ତନ୍ତ୍ର ଦୁଇ ପ୍ରକାର

ସମକକ୍ଷ : ମନ୍ତ୍ରତନ୍ତ୍ର

झाड़ने फूँकने का मंत्र।

तंत्रशास्त्र के आधार पर तंत्र के दो प्रकार हैं।
तंत्र, तन्त्र

A ritual recitation of words or sounds believed to have a magical effect.

conjuration, incantation

ଅର୍ଥ : ହିନ୍ଦୁମାନଙ୍କ ଉପାସନା ସମ୍ବନ୍ଧୀୟ ଏକ ଶାସ୍ତ୍ର

ଉଦାହରଣ : ତନ୍ତ୍ରଶାସ୍ତ୍ରର ସିଦ୍ଧାନ୍ତଗୁଡିକ ବ୍ୟବହାର କରିବା ସମୟରେ ଗୁପ୍ତ ରଖାଯାଏ

ସମକକ୍ଷ : ତନ୍ତ୍ରବିଦ୍ୟା, ତନ୍ତ୍ରଶାସ୍ତ୍ର

हिन्दुओं का उपासना संबंधी एक शास्त्र।

उपयोग करते समय तंत्र के सिद्धांतों को गुप्त रखा जाता है।
आगम, तंत्र, तंत्र विद्या, तंत्र शास्त्र, तंत्रशास्त्र, तन्त्र, तन्त्र विद्या, तन्त्र शास्त्र, तन्त्रशास्त्र

ଅର୍ଥ : ସ୍ୱତନ୍ତ୍ର କିନ୍ତୁ ପରସ୍ପର ସହ ଯୋଡ଼ିହୋଇଥିବା ତତ୍ତ୍ୱର ଯେଉଁ ସମୂହଦ୍ୱାରା ଏକ ଏକକର ନିର୍ମାଣ ହୋଇଥାଏ

ଉଦାହରଣ : ଆରକ୍ଷଣଦ୍ୱାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥାଏ

ସମକକ୍ଷ : ବ୍ୟବସ୍ଥା

स्वतंत्र पर एक दूसरे से जुड़े हुए तत्वों का वह समूह जिनसे एक इकाई का निर्माण होता है।

आरक्षण से शिक्षा तंत्र प्रभावित होता है।
तंत्र, तन्त्र, प्रणाली, व्यवस्था

A group of independent but interrelated elements comprising a unified whole.

A vast system of production and distribution and consumption keep the country going.
scheme, system

ଅର୍ଥ : ଶାରୀରିକ ବା ପ୍ରାକୃତିକ ରୂପରେ ଅଙ୍ଗ ସହିତ ସମ୍ବନ୍ଧିତ

ଉଦାହରଣ : ପାଚନ କ୍ରିୟାରେ ପାଚନ ତନ୍ତ୍ର ସହାୟକ ହୋଇଥାଏ

ସମକକ୍ଷ : ଅଙ୍ଗ ସମୂହ

शारीरिक या प्राकृतिक रूप से अंगों से संबंधित समूह।

पाचन क्रिया में पाचन तंत्र सहायक होता है।
अंग समूह, तंत्र, तन्त्र

A group of physiologically or anatomically related organs or parts.

The body has a system of organs for digestion.
system