ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢିଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢିଲା   ବିଶେଷ୍ୟ

ଅର୍ଥ : ଢିଲା ହେବାର ଅବସ୍ଥା କିମ୍ବା ଭାବ

ଉଦାହରଣ : ନିଜ କାମରେ ଢିଲା ହୁଅନାହିଁ, ପରେ ପଶ୍ଚାତାପ କରିବ

ସମକକ୍ଷ : ଅତତ୍ପରତା, ଢିଲାପଣ, ଶିଥିଳତା

ढीला होने की अवस्था या भाव।

अपने काम में ढील मत पड़ो वरना पछताओगे।
अतत्परता, अनध्यवसाय, ढिलाई, ढील, ढीलापन, शिथिलता, शिथिलाई

The quality of being lax and neglectful.

laxity, laxness, remissness, slackness

ଢିଲା   ବିଶେଷଣ

ଅର୍ଥ : ଯାହା କଷା ବା ଟଣା ହୋଇନାହିଁ

ଉଦାହରଣ : ରଶି ଢିଲା ହୋଇଗଲାଣି

ସମକକ୍ଷ : ହୁଗୁଳା

जो कसा या तना न हो।

रस्सी ढीली पड़ गई।
ढीला

(of textures) full of small openings or gaps.

An open texture.
A loose weave.
loose, open

ଅର୍ଥ : ଯାହା ଭଲ ଭାବରେ ବନ୍ଧା ହୋଇନାହିଁ କିମ୍ବା ଠିକ ଭାବରେ କସା ହୋଇନାହିଁ

ଉଦାହରଣ : ବୃଦ୍ଧାବସ୍ଥାରେ ଶରୀର ଶିଥିଳ ହୋଇଯାଏ

ସମକକ୍ଷ : ଶିଥିଳ

जो दृढ़ता से बँधा, जकड़ा या कसा न हो।

बुढ़ापे में शरीर ढीला पड़ जाता है।
ढीला, ढीला-ढाला, शिथिल

ଅର୍ଥ : ଯେଉଁଥିରେ ତତ୍ପରତା ନାହିଁ

ଉଦାହରଣ : ଅଳସୁଆ ବ୍ୟକ୍ତି କେବେ ବି କୌଣସି କାମ ଠିକ୍‌ ସମୟରେ ପୂରା କରେନାହିଁ ସେ କାମ କରିବାରେ ଅଳସୁଆ

ସମକକ୍ଷ : ଅଳସୁଆ, ଆଳସ୍ୟପୂର୍ଣ୍ଣ, ଆଳସ୍ୟଭରା

Disinclined to work or exertion.

Faineant kings under whose rule the country languished.
An indolent hanger-on.
Too lazy to wash the dishes.
Shiftless idle youth.
Slothful employees.
The unemployed are not necessarily work-shy.
faineant, indolent, lazy, otiose, slothful, work-shy

ଅର୍ଥ : ଯାହା ସଂକୀର୍ଣ୍ଣ ବା କଷକଷିଆ ନୁହେଁ

ଉଦାହରଣ : ମୋହନ ଢିଲା ପୋଷାକ ପିନ୍ଧେ

ସମକକ୍ଷ : ହୁଗୁଳା

जो चुस्त, तंग या कसा हुआ न हो।

मोहन ढीले कपड़े पहनता है।
ढीला, ढीला-ढाला

ଅର୍ଥ : ଭଲରୂପେ ‌ବନ୍ଦ କରାଯାଇ ନଥିବା, ବନ୍ଧା ହୋଇନଥିବା ବା କସା ଯାଇନଥିବା

ଉଦାହରଣ : ଏହି ଡବାର ଢାଙ୍କୁଣୀ ଢିଲା

ସମକକ୍ଷ : ହୁଗୁଳା

जो अच्छी तरह से जकड़ा, बँधा या लगा न हो।

इस डब्बे का ढक्कन ढीला है।
श्याम पेचकस से ढीले स्क्रू को कस रहा है।
ढीला, ढीला-ढाला

Not firmly placed or set or fastened.

unfixed