ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୁଗୁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୁଗୁଳା   ବିଶେଷଣ

ଅର୍ଥ : ଯାହା କଷା ବା ଟଣା ହୋଇନାହିଁ

ଉଦାହରଣ : ରଶି ଢିଲା ହୋଇଗଲାଣି

ସମକକ୍ଷ : ଢିଲା

जो कसा या तना न हो।

रस्सी ढीली पड़ गई।
ढीला

(of textures) full of small openings or gaps.

An open texture.
A loose weave.
loose, open

ଅର୍ଥ : ଯାହା ସଂକୀର୍ଣ୍ଣ ବା କଷକଷିଆ ନୁହେଁ

ଉଦାହରଣ : ମୋହନ ଢିଲା ପୋଷାକ ପିନ୍ଧେ

ସମକକ୍ଷ : ଢିଲା

जो चुस्त, तंग या कसा हुआ न हो।

मोहन ढीले कपड़े पहनता है।
ढीला, ढीला-ढाला

ଅର୍ଥ : ଭଲରୂପେ ‌ବନ୍ଦ କରାଯାଇ ନଥିବା, ବନ୍ଧା ହୋଇନଥିବା ବା କସା ଯାଇନଥିବା

ଉଦାହରଣ : ଏହି ଡବାର ଢାଙ୍କୁଣୀ ଢିଲା

ସମକକ୍ଷ : ଢିଲା

जो अच्छी तरह से जकड़ा, बँधा या लगा न हो।

इस डब्बे का ढक्कन ढीला है।
श्याम पेचकस से ढीले स्क्रू को कस रहा है।
ढीला, ढीला-ढाला

Not firmly placed or set or fastened.

unfixed