ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଳସୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଳସୁଆ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତିଠାରେ ତତ୍ପରତା ନଥାଏ

ଉଦାହରଣ : ଅଳସୁଆକୁ ସବୁଠାରେ ନିନ୍ଦା କରାଯାଏ

वह जिसमें तत्परता न हो।

आलसी की सर्वत्रा निंदा होती है।
अलहदी, अहदी, आरामतलब, आलसी, आलसी आदमी, आलसी व्यक्ति, काहिल, सुस्त व्यक्ति

A human being.

There was too much for one person to do.
individual, mortal, person, somebody, someone, soul

ଅଳସୁଆ   ବିଶେଷଣ

ଅର୍ଥ : ଯେଉଁଥିରେ ତତ୍ପରତା ନାହିଁ

ଉଦାହରଣ : ଅଳସୁଆ ବ୍ୟକ୍ତି କେବେ ବି କୌଣସି କାମ ଠିକ୍‌ ସମୟରେ ପୂରା କରେନାହିଁ ସେ କାମ କରିବାରେ ଅଳସୁଆ

ସମକକ୍ଷ : ଆଳସ୍ୟପୂର୍ଣ୍ଣ, ଆଳସ୍ୟଭରା, ଢିଲା

Disinclined to work or exertion.

Faineant kings under whose rule the country languished.
An indolent hanger-on.
Too lazy to wash the dishes.
Shiftless idle youth.
Slothful employees.
The unemployed are not necessarily work-shy.
faineant, indolent, lazy, otiose, slothful, work-shy

ଅର୍ଥ : ଅଯଥା ଡେରି କରୁଥିବା ଲୋକ

ଉଦାହରଣ : ଅଳସୁଆ ଲୋକର ଅପେକ୍ଷାରେ ଗାଡି ଛାଡି ଦେଲା

व्यर्थ की देर करने वाला।

अलसेटिया व्यक्ति के इंतजार में गाड़ी छुट गई।
अलसेटिया

ଅର୍ଥ : ଅଜଗର ଭଳି ବା ବିନା ପରିଶ୍ରମରେ

ଉଦାହରଣ : ତାର ଅଳସୁଆ ବୃତ୍ତିପାଇଁ ସମସ୍ତେ ବ୍ୟତିବ୍ୟସ୍ତ

अजगर जैसा या बिना परिश्रम का।

उसकी अजगरी वृत्ति से सभी परेशान हैं।
अजगरी