ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢିରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢିରା   ବିଶେଷ୍ୟ

ଅର୍ଥ : ଭାରୀ ବସ୍ତୁଆଦିକୁ ଦୀର୍ଘସ୍ଥାୟୀକରି ରଖିବାପାଇଁ ତା ତଳେ ଲଗାଯାଉଥିବା କାଠ

ଉଦାହରଣ : କଦଳୀ ଗଛ ଫଳ ଭାରରେ ନଇଁ ପଡ଼ୁଛି ତାକୁ ଢେଙ୍କା ଲଗାଅ

ସମକକ୍ଷ : ଠେକ, ଢେଙ୍କା

भारी वस्तु आदि को टिकाए रखने के लिए उसके नीचे लगाई हुई लकड़ी।

केले का पेड़ फलों के भार से झुक रहा है उसे थूनी लगा दो।
अटुकन, अड़ाना, आड़, आधार, उठँगन, उठंगन, उठगन, उढ़कन, उढ़ुकन, चाँड़, चांड़, टेक, टेकन, टेकनी, ठेक, डाट, ढासना, थंबी, थूनी, रोक

A support placed beneath or against something to keep it from shaking or falling.

prop

ଅର୍ଥ : ଏକ ବିଶେଷ କାର୍ଯ୍ୟପାଇଁ କାଠନିର୍ମିତ ଥଣ୍ଟ ଆକାରର ପ୍ରାୟ ଦୁଇତିନି ଫୁଟ ଲମ୍ବ କାଠଖଣ୍ଡ

ଉଦାହରଣ : ଘରର ବାହାରପଟ କାନ୍ଥରେ ଚାଳକୁ ଆଶ୍ରୟ ଦେବାପାଇଁ ଢିରା ଲଗାଯାଏ

ସମକକ୍ଷ : ଅବଲମ୍ବନ ଯଷ୍ଟି, ଠିଅ, ଠେସ

एक विशेष कार्य के लिए काठ का गढ़ा हुआ चोंच के आकार का लगभग दो-तीन फुट लंबा टुकड़ा।

टोड़ा घर की बाहरी दीवारों पर छाजन को सहारा देने के लिए लगाया जाता है।
टोंटा, टोड़ा