ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠେସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠେସ   ବିଶେଷ୍ୟ

ଅର୍ଥ : ଏକ ବିଶେଷ କାର୍ଯ୍ୟପାଇଁ କାଠନିର୍ମିତ ଥଣ୍ଟ ଆକାରର ପ୍ରାୟ ଦୁଇତିନି ଫୁଟ ଲମ୍ବ କାଠଖଣ୍ଡ

ଉଦାହରଣ : ଘରର ବାହାରପଟ କାନ୍ଥରେ ଚାଳକୁ ଆଶ୍ରୟ ଦେବାପାଇଁ ଢିରା ଲଗାଯାଏ

ସମକକ୍ଷ : ଅବଲମ୍ବନ ଯଷ୍ଟି, ଠିଅ, ଢିରା

एक विशेष कार्य के लिए काठ का गढ़ा हुआ चोंच के आकार का लगभग दो-तीन फुट लंबा टुकड़ा।

टोड़ा घर की बाहरी दीवारों पर छाजन को सहारा देने के लिए लगाया जाता है।
टोंटा, टोड़ा