ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡରେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡରେଇବା   କ୍ରିୟାପଦ

ଅର୍ଥ : କାହା ମନରେ ଡର ଉତ୍ପନ୍ନ କରିବା

ଉଦାହରଣ : ଏହି ମାଙ୍କଡ଼ ସମସ୍ତଙ୍କୁ ଡରଉଛି

ସମକକ୍ଷ : ଭୟ ସୃଷ୍ଟି କରିବା, ଭୟଭୀତ କରିବା

किसी के मन में डर उत्पन्न करना।

यह बंदर सबको डराता है।
डरपाना, डराना, भयभीत करना

Cause fear in.

The stranger who hangs around the building frightens me.
Ghosts could never affright her.
affright, fright, frighten, scare

ଅର୍ଥ : ଜୋରରେ କହି ଡରାଇବା

ଉଦାହରଣ : ସେ ଜଣେ ଭୋଳାଲୋକକୁ ଧମକାଉଥିଲା

ସମକକ୍ଷ : ଧମକାଇବା, ଧଡ଼କାଇବା

क्रोधपूर्वक जोर से कोई कड़ी बात कहना।

वह एक भोले आदमी को डाँट रहा था।
घुड़कना, घुड़की देना, चिल्लाना, झाड़ लगाना, झाड़ना, डपटना, डाँटना, डाँटना-डपटना, डाटना, फटकारना, बरसना

ଅର୍ଥ : ଧମକ ଦେଇ ଡରେଇବା

ଉଦାହରଣ : ଗୋଟେପିଲା ମୋ ଛୋଟ ଭାଇକୁ ଧମକାଉଥିଲା

ସମକକ୍ଷ : ଧମକଦେବା, ଧମକେଇବା

धमकी देते हुए डराना।

एक लड़का मेरे छोटे भाई को धमका रहा था।
धमकाना, धमकी देना, हड़काना

Discourage or frighten with threats or a domineering manner. Intimidate.

browbeat, bully, swagger