ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୟଭୀତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୟଭୀତ କରିବା   କ୍ରିୟାପଦ

ଅର୍ଥ : ଏଭଳି ଡରାଣ ଯାହା ଫଳରେ କୌଣସି ଲୋକ କୌଣସି କାମ କରିପାରେ ନାହିଁ

ଉଦାହରଣ : ଡକାୟତମାନେ ବୋମା ଫୋପାଡ଼ି ଗାଁ ଲୋକଙ୍କୁ ଭୟରେ ଥରହର କଲେ

ସମକକ୍ଷ : ଆତଙ୍କିତ କରିବା, ଥରହର କରିବା

ऐसा डराना कि कोई आदमी कोई काम न कर सके।

डाकुओं ने बम फेंककर गाँववालों को दहला दिया।
दहलाना

Fill with terror. Frighten greatly.

terrify, terrorise, terrorize

ଅର୍ଥ : କାହା ମନରେ ଡର ଉତ୍ପନ୍ନ କରିବା

ଉଦାହରଣ : ଏହି ମାଙ୍କଡ଼ ସମସ୍ତଙ୍କୁ ଡରଉଛି

ସମକକ୍ଷ : ଡରେଇବା, ଭୟ ସୃଷ୍ଟି କରିବା

किसी के मन में डर उत्पन्न करना।

यह बंदर सबको डराता है।
डरपाना, डराना, भयभीत करना

Cause fear in.

The stranger who hangs around the building frightens me.
Ghosts could never affright her.
affright, fright, frighten, scare