ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠକିବା   କ୍ରିୟାପଦ

ଅର୍ଥ : ଧୋକା ଦେବା

ଉଦାହରଣ : ଏଠିକାର ରାଜସ୍ୱ ଅଧିକାରୀ ଅପାଠୁଆ ଚାଷୀମାନଙ୍କୁ ଠକେ

ସମକକ୍ଷ : ଧୋକାଦେବା, ଭ୍ରମରେ ପକାଇବା

धोखा देना।

यहाँ का पटवारी अनपढ़ किसानों को भटकाता है।
भटकाना, भरमाना

Give bad advice to.

misadvise, misguide

ଅର୍ଥ : ଠକି ଦେଇ ଜିନିଷ ନେଇ ଯିବା

ଉଦାହରଣ : ସେ ଲୋକଙ୍କୁ ଠକେ

धोखा देकर माल ले लेना।

वह लोगों को ठगता है।
ऐंठना, झटकना, झाड़ना, ठगना, मूँड़ना, मूड़ना, मूसना, लूटना

ଅର୍ଥ : ବହୁତ ଦାମ ନେବା

ଉଦାହରଣ : ଆଜିକାଲି ଦୋକାନିମାନେ ଗ୍ରାହକମାନଙ୍କଠାରୁ ଲୁଟୁଛନ୍ତି

ସମକକ୍ଷ : ଲୁଟିବା

बहुत दाम लेना।

आज-कल के दूकानदार ग्राहकों को लूट रहे हैं।
ठगना, लूटना

Rip off. Ask an unreasonable price.

fleece, gazump, hook, overcharge, pluck, plume, rob, soak, surcharge