ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁଟିବା   ବିଶେଷ୍ୟ

ଅର୍ଥ : ଯାହାର ବୃତ୍ତି ଚୋରିକରିବା କିମ୍ବା ଯେ ଲୋକମାନଙ୍କୁ ଲୁଟେ

ଉଦାହରଣ : ଚୋରମାନେ ପୂରା ବସ୍‌କୁ ଲୁଟିନେଲେ

ସମକକ୍ଷ : ଅପହରଣ କରିବା, ଚୋରି କରିବା

वह जिसका पेशा ही लूटना हो या जो लोगों को लूटता हो।

लुटेरों ने पूरी बस को लूट लिया।
अपहर्ता, अपहारक, अपहारी, ढास, पाटच्चर, लुंटाक, लुटनिहार, लुटवैया, लुटेरा, लुण्टाक

Someone who attacks in search of booty.

marauder, piranha, predator, vulture

ଲୁଟିବା   କ୍ରିୟାପଦ

ଅର୍ଥ : ଅନୁଚିତ ଭାବରେ ନେବା

ଉଦାହରଣ : ଆଜିକାଲି ଛୁଆଙ୍କୁ ପ୍ରବେଶ କରାଇବାପାଇଁ ଡୋନେଶନ ନାମରେ ଶିକ୍ଷଣ ସଂସ୍ଥାଗୁଡ଼ିକ ଲୁଟୁଛନ୍ତି

ସମକକ୍ଷ : ଜୁର କରିବା

अनुचित रूप से लेना।

आजकल बच्चों को दाखिला देने के लिए डोनेशन के नाम पर शिक्षण संस्थाएँ लूट रही हैं।
लूटना

ଅର୍ଥ : ବହୁତ ଦାମ ନେବା

ଉଦାହରଣ : ଆଜିକାଲି ଦୋକାନିମାନେ ଗ୍ରାହକମାନଙ୍କଠାରୁ ଲୁଟୁଛନ୍ତି

ସମକକ୍ଷ : ଠକିବା

बहुत दाम लेना।

आज-कल के दूकानदार ग्राहकों को लूट रहे हैं।
ठगना, लूटना

Rip off. Ask an unreasonable price.

fleece, gazump, hook, overcharge, pluck, plume, rob, soak, surcharge