ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟୋପି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟୋପି   ବିଶେଷ୍ୟ

ଅର୍ଥ : ଟୋପି ବା ଝରିବା କ୍ରିୟା

ଉଦାହରଣ : ରସର ଟୋପି ବନ୍ଦ ହେଲାପରେ ତାଡିପୂର୍ଣ୍ଣ ଓରାକୁ ଓଲ୍ଲାଇ ଦିଆଗଲା

ସମକକ୍ଷ : ଝରିବା

टपकने या चूने की क्रिया।

रस का अवस्यंदन बंद होने के बाद ताड़ी से भरा घड़ा पेड़ पर से उतार लिया गया।
अवस्यंदन, अवस्यन्दन, गिरना, चूना, टपकना

ଅର୍ଥ : ଏକ ପ୍ରକାରର ବଡ଼ ଟୋପି

ଉଦାହରଣ : ମିଷ୍ଟର ବିଲଟନଙ୍କ ମୁଣ୍ଡଉପରେ ତାଙ୍କ କୋଟ ରଙ୍ଗର ଟୋପି ହିଁ ସୁଶୋଭିତ ଥିଲା

ସମକକ୍ଷ : କ୍ୟାପ, ହ୍ୟାଟ

एक प्रकार की बड़ी टोपी।

मिस्टर बिल्टन के सर पर उनके कोट के रंग का ही टोप सुशोभित था।
टोप, टोपा, हैट

Headdress that protects the head from bad weather. Has shaped crown and usually a brim.

chapeau, hat, lid

ଅର୍ଥ : ଶିର ଢାଙ୍କିହୋଇ ଯାଉଥିବା ଓ ମୁଣ୍ଡ ଉପରେ ପିନ୍ଧା ଯାଉଥିବା ଏକ ପରିଧାନ

ଉଦାହରଣ : ଶ୍ୟାମ ଲାଲ ରଙ୍ଗର ଟୋପି ପିନ୍ଦିଛି

सिर पर पहना जाने वाला एक परिधान जिससे सिर ढका रहता है।

श्याम लाल रंग की टोपी पहने हुए है।
कैप, टोपी

A tight-fitting headdress.

cap

ଅର୍ଥ : ବାଡ଼ ନଥିବା ଗୋଟିଏ ଟୋପି

ଉଦାହରଣ : ମୈନୁଦୀନ ସ୍କଲକୈପ ପିନ୍ଧିଛି

ସମକକ୍ଷ : ସ୍କଲକୈପ

एक टोपी जिसमें बाड़ नहीं होती।

मैनुद्दीन स्कलकैप पहनता है।
स्कलकैप

Rounded brimless cap fitting the crown of the head.

skullcap

ଅର୍ଥ : ପନ୍ଧାଯାଉଥିବା ଟୋପି ଆକାରର ଏକ ଗୋଲ ଏବଂ ଗହିଡ଼ା ବସ୍ତୁ

ଉଦାହରଣ : କେତେକ ଉଦ୍ଭିଦର ମୂଳରେ ମଧ୍ୟ ଟୋପି ଥାଏ

पहनी जानेवाली टोपी के आकार की गोल और गहरी कोई वस्तु।

कुछ वनस्पतियों की जड़ों पर भी टोपी पाई जाती है।
टोपी

Something serving as a cover or protection.

cap