ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝରିବା   ବିଶେଷ୍ୟ

ଅର୍ଥ : ଟୋପି ବା ଝରିବା କ୍ରିୟା

ଉଦାହରଣ : ରସର ଟୋପି ବନ୍ଦ ହେଲାପରେ ତାଡିପୂର୍ଣ୍ଣ ଓରାକୁ ଓଲ୍ଲାଇ ଦିଆଗଲା

ସମକକ୍ଷ : ଟୋପି

टपकने या चूने की क्रिया।

रस का अवस्यंदन बंद होने के बाद ताड़ी से भरा घड़ा पेड़ पर से उतार लिया गया।
अवस्यंदन, अवस्यन्दन, गिरना, चूना, टपकना

ଝରିବା   କ୍ରିୟାପଦ

ଅର୍ଥ : ରସ ବାହାରିବା

ଉଦାହରଣ : ତା ଘାଆରୁ ରକ୍ତମିଶା ପାଣି ଝରୁଛି

ସମକକ୍ଷ : ଗଳିବା, ବାହାରିବା, ସ୍ରାବ ହେବା

तरल पदार्थ का बह या रसकर अन्दर से बाहर निकलना।

उसके घाव से खून मिला पानी रिस रहा है।
ओगरना, छुटना, छूटना, टपकना, पसीजना, बहना, रसना, रिसना, सीझना, स्राव होना

Pass gradually or leak through or as if through small openings.

ooze, seep