ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଡ଼ାଫୁଙ୍କା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଡ଼ାଫୁଙ୍କା କରିବା   କ୍ରିୟାପଦ

ଅର୍ଥ : ରୋଗ ବା ପ୍ରେତବାଧା ଦୂର କରିବାପାଇଁ ଝାଡ଼ୁଥିବାବେଳେ ମନ୍ତ୍ରପଢ଼ି ଫୁଙ୍କିବା

ଉଦାହରଣ : ଗୁଣିଆ ସେହି ଲୋକକୁ ଝାଡ଼ୁଛି

ସମକକ୍ଷ : ଝାଡ଼ିବା

रोग या प्रेत बाधा दूर करने के लिए झाड़ते हुए मंत्र पढ़कर फूँकना।

ओझा उस व्यक्ति को झाड़ रहा है।
झाड़-फूँक करना, झाड़ना, झाड़ना-फूँकना