ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝରକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝରକା   ବିଶେଷ୍ୟ

ଅର୍ଥ : ଘର, ଗାଡ଼ି, ଜାହାଜ ଆଦିର ପାଚେରୀ ବା ଛାତ ଉପରେ ପବନ ତଥା ଆଲୋକ ଆସିବା ନିମନ୍ତେ ତିଆରି ହୋଇଥିବା ଖୋଲା ଅଂଶକୁ ଖୋଲିବା ତଥା ବନ୍ଦ କରିବା ନିମନ୍ତେ ତିଆରି ହୋଇଥିବା କାଠ ବା ଧାତୁର ସଂରଚନା ଯେଉଁଥିରେ କାଚ ଆଦି ଲାଗିଥାଏ

ଉଦାହରଣ : କେହି କାରର ଝରକା କାଚକୁ ଭାଙ୍ଗି ଦେଇଛି

ସମକକ୍ଷ : ଗବାକ୍ଷ

घर, गाड़ी, जहाज आदि की दीवारों या छतों पर हवा तथा प्रकाश आने के लिए बनाए गए खुले भाग को खोलने तथा बंद करने के लिए बनी लकड़ी या धातु की संरचना जिसमें काँच आदि लगे होते हैं।

किसी ने कार की खिड़की का काँच तोड़ दिया है।
अपद्वार, खिड़की, पक्ष द्वार

A framework of wood or metal that contains a glass windowpane and is built into a wall or roof to admit light or air.

window

ଅର୍ଥ : ପବନ ତଥା ଆଲୋକ ଆସିବାପାଇଁ ଘର ,ଗାଡ଼ି ଜାହାଜଆଦିର କାନ୍ଥରେ ବା ଛାତ ଉପରେ ତିଆରି କରାଯାଇଥିବା ଖୋଲା ଅଂଶ ଯାହାକୁ ଖୋଲିବା ବା ବନ୍ଦ କରିବା ନିମନ୍ତେ ପ୍ରାୟ କାଚଆଦି ଲଗାଯାଇଥିବା କାଠ ବା ଧାତୁରେ ନିର୍ମିତ ସଂରଚନା ଥାଏ

ଉଦାହରଣ : ଏହି କୋଠରୀରେ ଗୋଟିଏ ମାତ୍ର ଝରକା ଅଛି

ସମକକ୍ଷ : ଖିଡ଼ୀକି

हवा तथा प्रकाश आने के लिए घर, गाड़ी, जहाज आदि की दीवारों या छतों पर बनाया गया खुला भाग जिसे खोलने या बंद करने के लिए प्रायः काँच आदि लगी लकड़ी या धातु की बनी संरचना होती है।

इस कमरे में एक ही खिड़की है।
खिड़की, झरोखा

ଅର୍ଥ : ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା

ଉଦାହରଣ : ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି

ସମକକ୍ଷ : ଗବାକ୍ଷ, ବାତାୟନ

वायु और प्रकाश आने के लिए दीवारों में बना हुआ जालीदार बड़ा छेद।

घर को हवादार बनाने के लिए उसने प्रत्येक कमरे में झरोखा लगवाया है।
गवाक्ष, झँझरी, झंझरी, झरोखा, झाँकी, दरीचा, मूषा, वातायन

A window in a roof to admit daylight.

fanlight, skylight