ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖିଡ଼ୀକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖିଡ଼ୀକି   ବିଶେଷ୍ୟ

ଅର୍ଥ : ପବନ ତଥା ଆଲୋକ ଆସିବାପାଇଁ ଘର ,ଗାଡ଼ି ଜାହାଜଆଦିର କାନ୍ଥରେ ବା ଛାତ ଉପରେ ତିଆରି କରାଯାଇଥିବା ଖୋଲା ଅଂଶ ଯାହାକୁ ଖୋଲିବା ବା ବନ୍ଦ କରିବା ନିମନ୍ତେ ପ୍ରାୟ କାଚଆଦି ଲଗାଯାଇଥିବା କାଠ ବା ଧାତୁରେ ନିର୍ମିତ ସଂରଚନା ଥାଏ

ଉଦାହରଣ : ଏହି କୋଠରୀରେ ଗୋଟିଏ ମାତ୍ର ଝରକା ଅଛି

ସମକକ୍ଷ : ଝରକା

हवा तथा प्रकाश आने के लिए घर, गाड़ी, जहाज आदि की दीवारों या छतों पर बनाया गया खुला भाग जिसे खोलने या बंद करने के लिए प्रायः काँच आदि लगी लकड़ी या धातु की बनी संरचना होती है।

इस कमरे में एक ही खिड़की है।
खिड़की, झरोखा