ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗବାକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗବାକ୍ଷ   ବିଶେଷ୍ୟ

ଅର୍ଥ : ଘର, ଗାଡ଼ି, ଜାହାଜ ଆଦିର ପାଚେରୀ ବା ଛାତ ଉପରେ ପବନ ତଥା ଆଲୋକ ଆସିବା ନିମନ୍ତେ ତିଆରି ହୋଇଥିବା ଖୋଲା ଅଂଶକୁ ଖୋଲିବା ତଥା ବନ୍ଦ କରିବା ନିମନ୍ତେ ତିଆରି ହୋଇଥିବା କାଠ ବା ଧାତୁର ସଂରଚନା ଯେଉଁଥିରେ କାଚ ଆଦି ଲାଗିଥାଏ

ଉଦାହରଣ : କେହି କାରର ଝରକା କାଚକୁ ଭାଙ୍ଗି ଦେଇଛି

ସମକକ୍ଷ : ଝରକା

घर, गाड़ी, जहाज आदि की दीवारों या छतों पर हवा तथा प्रकाश आने के लिए बनाए गए खुले भाग को खोलने तथा बंद करने के लिए बनी लकड़ी या धातु की संरचना जिसमें काँच आदि लगे होते हैं।

किसी ने कार की खिड़की का काँच तोड़ दिया है।
अपद्वार, खिड़की, पक्ष द्वार

A framework of wood or metal that contains a glass windowpane and is built into a wall or roof to admit light or air.

window

ଅର୍ଥ : ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା

ଉଦାହରଣ : ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି

ସମକକ୍ଷ : ଝରକା, ବାତାୟନ

वायु और प्रकाश आने के लिए दीवारों में बना हुआ जालीदार बड़ा छेद।

घर को हवादार बनाने के लिए उसने प्रत्येक कमरे में झरोखा लगवाया है।
गवाक्ष, झँझरी, झंझरी, झरोखा, झाँकी, दरीचा, मूषा, वातायन

A window in a roof to admit daylight.

fanlight, skylight

ଅର୍ଥ : ଜଣେ ପୌରାଣିକ ବାନର

ଉଦାହରଣ : ରାମଙ୍କ ସେନାରେ ଗବାକ୍ଷ ଜଣେ ସେନାପତି ଥିଲେ

एक पौराणिक बंदर।

गवाक्ष राम की सेना में एक सेनापति थे।
गवाक्ष

An imaginary being of myth or fable.

mythical being