ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଡ଼   ବିଶେଷଣ

ଅର୍ଥ : ଯେଉଁଥିରେ ଚେତନ ବା ଜୀବନ ନାହିଁ

ଉଦାହରଣ : ମୋହନ ଜଡ଼ ପଦାର୍ଥର ଅଧ୍ୟୟନ କରୁଛି

ସମକକ୍ଷ : ଅଚେତନ, ଅଚୈତନ୍ୟ, ଚେତନା ରହିତ, ଭୌତିକ

जिसमें चेतनता या जीवन न हो।

मोहन जड़ पदार्थों का अध्ययन कर रहा है।
अचेतन, अचैतन्य, अजीव, अजैव, अनात्म, अस्थूल, आत्मारहित, चेतनारहित, जड़, जड़त्वयुक्त, निर्जीव, व्यूढ़, स्थूल

ଅର୍ଥ : ଡରରେ ଚୁପ

ଉଦାହରଣ : ପ୍ରିୟଙ୍କା ସାପକୁ ଦେଖି ଜଡ଼ ହୋଇଗଲା

ସମକକ୍ଷ : ଅବାକ୍‌, ଆବାକାବା, ନିର୍ବାକ୍‌

In a state of mental numbness especially as resulting from shock.

He had a dazed expression on his face.
Lay semiconscious, stunned (or stupefied) by the blow.
Was stupid from fatigue.
dazed, stunned, stupefied, stupid

ଅର୍ଥ : ଯିଏ ନିଶ୍ଚଳ ବା ନିଶ୍ଚେଷ୍ଟ ହୋଇଯାଇଛି

ଉଦାହରଣ : ଭେଣ୍ଡାପୁଅର ମୃତ୍ୟୁ ଖବର ଶୁଣି ମା ଜଡ଼ ପାଲଟିଗଲେ

ସମକକ୍ଷ : ସ୍ତବ୍ଧ, ସ୍ତମ୍ଭୀଭୂତ

जो जड़ या निश्चेष्ट हो गया हो।

जवान बेटे की मौत की ख़बर सुनकर माँ स्तंभित हो गई।
निस्तब्ध, सुन्न, स्तंभित

Struck with fear, dread, or consternation.

aghast, appalled, dismayed, shocked