ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବାକ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ବାକ୍‌   ବିଶେଷଣ

ଅର୍ଥ : ପ୍ରାୟତଃ ଚୁପଚାପ ରହିବା ଲୋକ ବା ମନର ଭାବକୁ ମନରେ ରଖୁଥିବା ଲୋକ

ଉଦାହରଣ : ତାର ଚୁପ ସ୍ୱଭାବରେ ସମସ୍ତେ ବ୍ୟତିବ୍ୟସ୍ତ

ସମକକ୍ଷ : ଚୁପ, ନୀରବ

प्रायः चुप रहनेवाला या मन के भावों को मन में ही रखनेवाला।

उसके चुप्पे स्वभाव से सब परेशान हैं।
अनालाप, घुन्ना, चुप्पा

Habitually reserved and uncommunicative.

taciturn

ଅର୍ଥ : ଡରରେ ଚୁପ

ଉଦାହରଣ : ପ୍ରିୟଙ୍କା ସାପକୁ ଦେଖି ଜଡ଼ ହୋଇଗଲା

ସମକକ୍ଷ : ଅବାକ୍‌, ଆବାକାବା, ଜଡ଼

In a state of mental numbness especially as resulting from shock.

He had a dazed expression on his face.
Lay semiconscious, stunned (or stupefied) by the blow.
Was stupid from fatigue.
dazed, stunned, stupefied, stupid