ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୋରିମାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୋରିମାନା   ବିଶେଷ୍ୟ

ଅର୍ଥ : ଅର୍ଥଦଣ୍ଡ ଦେବା ବା ଜୋରିମାନା କରିବା

ଉଦାହରଣ : ଅନ୍ୟର ଖେତରେ ଗୋରୁ ଚରାଇବା କାରଣରୁ ତାକୁ ଜୋରିମାନା ଦେବାକୁ ପଡ଼ିଲା

ସମକକ୍ଷ : ଅର୍ଥଦଣ୍ଡ, ତଣ୍ଡ

ଅର୍ଥ : ଅପରାଧୀଙ୍କ ଠାରୁ କିଛି ଧନ ଆଦାୟ କରିବା ଦଣ୍ଡ

ଉଦାହରଣ : ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବା କାରଣରୁ ତାଙ୍କୁ ଜୋରିମାନା ରୂପେ ଶହେ ଟଙ୍କା ଦେବାକୁ ହେଲା

ସମକକ୍ଷ : ଅର୍ଥଦଣ୍ଡ, ଫାଇନ୍‌

वह दंड जिसमें किसी से किसी प्रकार की चूक, त्रुटि या भूल होने पर उससे कुछ धन लिया जाता है।

सार्वजनिक स्थल पर धूम्रपान करने के कारण उसे जुर्माने के रूप में सौ रुपये देने पड़े।
अर्थदंड, अर्थदण्ड, जुरमाना, जुर्माना, डंड, डण्ड, डाँड़, डांड़, दंड, दण्ड, द्रव्य दंड, द्रव्य दण्ड, पेनल्टी, फाइन

Money extracted as a penalty.

amercement, fine, mulct

ଅର୍ଥ : ଖେଳର ନିୟମଗୁଡ଼ିକ ଉଲଂଘନ କଲେ କୌଣସି ପ୍ରତିଯୋଗୀ ବା ଟିମଉପରେ ଲାଗୁଥିବା ପ୍ରତିବନ୍ଧକ ବା ତାକୁ ପହଞ୍ଚୁଥିବା କ୍ଷତି

ଉଦାହରଣ : ଖେଳାଳୀକୁ ପେନାଲଟିଦେଇ ବାହାର କରିଦିଆଗଲା

ସମକକ୍ଷ : ଦଣ୍ଡ, ପେନାଲଟି

खेल के नियमों का उल्लंघन करने पर किसी प्रतियोगी या टीम पर लगने वाला प्रतिबंध या उसे होने वाला नुकसान।

खिलाड़ी को बतौर पेनाल्टी निकाल दिया गया।
पेनाल्टी

(games) a handicap or disadvantage that is imposed on a competitor (or a team) for an infraction of the rules of the game.

penalty