ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଥଦଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥଦଣ୍ଡ   ବିଶେଷ୍ୟ

ଅର୍ଥ : ଅର୍ଥଦଣ୍ଡ ଦେବା ବା ଜୋରିମାନା କରିବା

ଉଦାହରଣ : ଅନ୍ୟର ଖେତରେ ଗୋରୁ ଚରାଇବା କାରଣରୁ ତାକୁ ଜୋରିମାନା ଦେବାକୁ ପଡ଼ିଲା

ସମକକ୍ଷ : ଜୋରିମାନା, ତଣ୍ଡ

ଅର୍ଥ : କୌଣସି ପ୍ରକାର ଅପରାଧ,ଦୋଷ ବା ଭୁଲ୍‌ କଲେ ଦଣ୍ଡ ସ୍ବରୂପ ଯେଉଁ ଅର୍ଥ ଦେବାକୁ ପଡେ

ଉଦାହରଣ : ସେ ଜରିମାନା ଦେବାକୁ ମନା କରିଦେଲେ

ସମକକ୍ଷ : ଅର୍ଥଦଂଡ, ଜରିମାନା, ଫାଇନ୍

वह धन जो किसी प्रकार का अपराध, दोष या भूल करने पर दंड स्वरूप देना पड़ता है।

उसने जुर्माना देने से इनकार कर दिया।
जुरमाना, जुर्माना, पेनल्टी, फाइन

A payment required for not fulfilling a contract.

penalty

ଅର୍ଥ : ଅପରାଧୀଙ୍କ ଠାରୁ କିଛି ଧନ ଆଦାୟ କରିବା ଦଣ୍ଡ

ଉଦାହରଣ : ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବା କାରଣରୁ ତାଙ୍କୁ ଜୋରିମାନା ରୂପେ ଶହେ ଟଙ୍କା ଦେବାକୁ ହେଲା

ସମକକ୍ଷ : ଜୋରିମାନା, ଫାଇନ୍‌

वह दंड जिसमें किसी से किसी प्रकार की चूक, त्रुटि या भूल होने पर उससे कुछ धन लिया जाता है।

सार्वजनिक स्थल पर धूम्रपान करने के कारण उसे जुर्माने के रूप में सौ रुपये देने पड़े।
अर्थदंड, अर्थदण्ड, जुरमाना, जुर्माना, डंड, डण्ड, डाँड़, डांड़, दंड, दण्ड, द्रव्य दंड, द्रव्य दण्ड, पेनल्टी, फाइन

Money extracted as a penalty.

amercement, fine, mulct

ଅର୍ଥ : କୌଣସି ପ୍ରକାରର ତ୍ରୁଟି ବା ଭୁଲ୍‌ କଲେ କୌଣସି ଅଧିକାରୀଙ୍କ ଦ୍ବାରା ଦିଆ ଯାଉଥିବା ଅର୍ଥ ଦଣ୍ଡ

ଉଦାହରଣ : ପାଠାଗାରରେ ପନ୍ଦର ଦିନ ଭିତରେ ବହି ନ ଫେରାଇଲେ,ଦୈନିକ ଜରିମାନା ଏକଟଙ୍କା

ସମକକ୍ଷ : ଅର୍ଥଦଂଡ, ଜରିମାନା