ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପେନାଲଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପେନାଲଟି   ବିଶେଷ୍ୟ

ଅର୍ଥ : ଖେଳର ନିୟମଗୁଡ଼ିକ ଉଲଂଘନ କଲେ କୌଣସି ପ୍ରତିଯୋଗୀ ବା ଟିମଉପରେ ଲାଗୁଥିବା ପ୍ରତିବନ୍ଧକ ବା ତାକୁ ପହଞ୍ଚୁଥିବା କ୍ଷତି

ଉଦାହରଣ : ଖେଳାଳୀକୁ ପେନାଲଟିଦେଇ ବାହାର କରିଦିଆଗଲା

ସମକକ୍ଷ : ଜୋରିମାନା, ଦଣ୍ଡ

खेल के नियमों का उल्लंघन करने पर किसी प्रतियोगी या टीम पर लगने वाला प्रतिबंध या उसे होने वाला नुकसान।

खिलाड़ी को बतौर पेनाल्टी निकाल दिया गया।
पेनाल्टी

(games) a handicap or disadvantage that is imposed on a competitor (or a team) for an infraction of the rules of the game.

penalty