ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୋତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୋତା   ବିଶେଷ୍ୟ

ଅର୍ଥ : ସୁରକ୍ଷା ନିମନ୍ତେ ପାଦରେ ପିନ୍ଧାଯାଉଥିବା ଚମଡା ଆଦିର ସାଧନ

ଉଦାହରଣ : ଦୟାକରି ଚପଲ ବାହାରେ ରଖନ୍ତୁ

ସମକକ୍ଷ : ଚପଲ, ପାଣ୍ଡୋଇ

सुरक्षा के लिए पैरों में पहना जाने वाला चर्म आदि का साधन।

कृपया पादत्राण बाहर रखिए।
पदत्राण, पादत्राण

ଅର୍ଥ : ଗୁଡ଼ିରେ ଲାଗିଥିବା ଯେଉଁ ସୂତାକେରାରେ ସୂତାକୁ ବାନ୍ଧି ଉଡ଼ାଯାଏ

ଉଦାହରଣ : ଗୁଡ଼ିରେ ଜୋତା ଠିକଭାବେ ବନ୍ଧାହେବା ଉଚିତ

पतंग में लगी हुई वह घेरेदार छोटी रस्सी जिसमें पतंग की डोर बाँधकर उड़ाते हैं।

पतंग में जोता ठीक से बँधा होना चाहिए।
जोता

ଅର୍ଥ : ସୁରକ୍ଷା ଦୃଷ୍ଟିରୁ ପାଦରେ ପିନ୍ଧାଯାଉଥିବା ଚମଡ଼ାଆଦିରୁ ତିଆରି ବସ୍ତୁ ଯାହା ଆଙ୍ଗୁଳିକୁ ପୂରା ଢାଙ୍କି ରଖେ

ଉଦାହରଣ : ଆପଣ ବର୍ଷାଦିନେ କନାର ଜୋତା ପିନ୍ଧନ୍ତୁ ନାହିଁ

ସମକକ୍ଷ : ଉପାନହ, ପଦତ୍ରାଣ

सुरक्षा की दृष्टि से पैरों में पहनी जाने वाली चमड़े आदि की बनी वह वस्तु जो पूरी तरह से उँगलियों को ढँके रहती है।

आप बरसात में कपड़े के जूते न पहनें।
उपानह, जूता, पदत्राण, पादत्राण, पापोश

Footwear shaped to fit the foot (below the ankle) with a flexible upper of leather or plastic and a sole and heel of heavier material.

shoe