ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚପଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚପଲ   ବିଶେଷ୍ୟ

ଅର୍ଥ : ରବର,ପ୍ଲାଷ୍ଟିକ୍ ଆଦିରେ ନିର୍ମିତ ଏକ ପ୍ରକାରର ଚପଲ

ଉଦାହରଣ : ଶ୍ୟାମ ଚପଲ ପିନ୍ଧି ଯୁଆଡେ ଇଛା ସେଆଡେ ଚାଲିଯାଏ

ସମକକ୍ଷ : ହାୱାଇ ଚପଲ

रबड़,प्लास्टिक आदि की बनी एक प्रकार की चप्पल।

श्याम हवाई चप्पल पहनकर कहीं भी चला जाता है।
स्लिपर, स्लीपर, हवाई चप्पल

Low footwear that can be slipped on and off easily. Usually worn indoors.

carpet slipper, slipper

ଅର୍ଥ : ସୁରକ୍ଷା ନିମନ୍ତେ ପାଦରେ ପିନ୍ଧାଯାଉଥିବା ଚମଡା ଆଦିର ସାଧନ

ଉଦାହରଣ : ଦୟାକରି ଚପଲ ବାହାରେ ରଖନ୍ତୁ

ସମକକ୍ଷ : ଜୋତା, ପାଣ୍ଡୋଇ

सुरक्षा के लिए पैरों में पहना जाने वाला चर्म आदि का साधन।

कृपया पादत्राण बाहर रखिए।
पदत्राण, पादत्राण

ଅର୍ଥ : ଜୋତା ବଦଳରେ ଖୋଲା ଗୋଇଠିରେ ପିନ୍ଧା ଯାଉଥିବା ଏକ ପ୍ରକାର ବସ୍ତୁ ଯେଉଁଥିରେ ଚମଡ଼ା ଆଦିର ଫିତା ଲଗା ଯାଇଥାଏ

ଉଦାହରଣ : ମୋ ଚପଲ ନଷ୍ଟ ହୋଇଗଲାଣି

खुली एड़ी की एक प्रकार की वस्तु जो जूते की जगह पहनी जाती है और जिसके ऊपर चमड़े आदि की पट्टियाँ लगी रहती हैं।

मेरी चप्पल टूट गई।
चप्पल

A slipper that has no fitting around the heel.

mule, scuff

ଅର୍ଥ : ଗୋଇଠି ଉଠି ନଥିବା ଜୋତା

ଉଦାହରଣ : ସେ ଚପଲ ପିନ୍ଧିଛି

बिना एड़ी उठा हुआ जूता।

वह चपाट पहने हुए है।
चपाट