ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବନ ସାଥୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୀବନ ସାଥୀ   ବିଶେଷ୍ୟ

ଅର୍ଥ : ବିବାହ କରୁଥିବା ଗ୍ୟକ୍ତି ସହିତ ବୈବାହିକ ବନ୍ଧନରେ ଯୋଡି ହେଉଥିବା ଦ୍ବିତୀୟ ବ୍ୟକ୍ତି

ଉଦାହରଣ : ସମସ୍ତେ ଭଲ ଜୀବନ ସାଥୀ ଖୋଜୁ ଥାଆନ୍ତି

ସମକକ୍ଷ : ପତି ବା ପତ୍ନୀ, ପାର୍ଟନର, ଯୋଡି, ସ୍ବାମୀ ବା ସ୍ତ୍ରୀ

विवाह करने वाले व्यक्ति के साथ वैवाहिक बंधन में जुड़ने वाला दूसरा व्यक्ति।

सभी को अच्छे जीवनसाथी की तलाश रहती है।
जीवन साथी, जीवनसाथी, जोड़ीदार, पार्टनर

A person's partner in marriage.

better half, married person, mate, partner, spouse

ଅର୍ଥ : କାହାର ବିବାହିତା ସ୍ତ୍ରୀ

ଉଦାହରଣ : ସେ ନିଜ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଛି

ସମକକ୍ଷ : ଅର୍ଦ୍ଧାଙ୍ଗିନୀ, କଳତ୍ର, ଘରବାଲି, ଜୀବନ ସଙ୍ଗିନୀ, ଧରମ ପତ୍ନୀ, ଧର୍ମ ପତ୍ନୀ, ନାରୀ, ପତ୍ନୀ, ବାମାଙ୍ଗୀ, ବିବି, ବେଗମ, ଭାର୍ଯ୍ୟା, ମାଇପ, ରମଣୀ, ସହଗାମିନୀ, ସ୍ତ୍ରୀ

A married woman. A man's partner in marriage.

married woman, wife