ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଦ୍ଧାଙ୍ଗିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଦ୍ଧାଙ୍ଗିନୀ   ବିଶେଷ୍ୟ

ଅର୍ଥ : କାହାର ବିବାହିତା ସ୍ତ୍ରୀ

ଉଦାହରଣ : ସେ ନିଜ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଛି

ସମକକ୍ଷ : କଳତ୍ର, ଘରବାଲି, ଜୀବନ ସଙ୍ଗିନୀ, ଜୀବନ ସାଥୀ, ଧରମ ପତ୍ନୀ, ଧର୍ମ ପତ୍ନୀ, ନାରୀ, ପତ୍ନୀ, ବାମାଙ୍ଗୀ, ବିବି, ବେଗମ, ଭାର୍ଯ୍ୟା, ମାଇପ, ରମଣୀ, ସହଗାମିନୀ, ସ୍ତ୍ରୀ

A married woman. A man's partner in marriage.

married woman, wife