ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଖୁଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଖୁଣ   ବିଶେଷଣ

ଅର୍ଥ : ଯେ ପଙ୍ଗୁ ନୁହେଁ

ଉଦାହରଣ : ସେ ନିଖୁଣ ମଣିଷଟିଏ କିନ୍ତୁ ପଙ୍ଗୁ ହେବାର ନାଟକ କରୁଥିଲା

ସମକକ୍ଷ : ଅକ୍ଷୁଣ୍ଣ, ପୂର୍ଣ୍ଣକାୟ

जो अपंग न हो।

वह सर्वांग व्यक्ति है पर अपंग होने का नाटक कर रहा है।
अनपंग, पूर्णकाय, सर्वांग

ଅର୍ଥ : ଯାହା ବିକୃତ ବା ବିଗିଡ଼ି ଯାଇନାହିଁ

ଉଦାହରଣ : ସୀମା ତାର ଅବିକୃତ ଚିତ୍ରକୁ ଧ୍ୟାନର ସହ ଦେଖୁଛି

ସମକକ୍ଷ : ଅବିକୃତ

जो विकृत या बिगड़ा न हो।

सीमा अपनी अविकृत चित्र को ध्यान से देख रही है।
अविकृत, प्रकृत

Not decayed or decomposed.

uncorrupted, unspoiled

ଅର୍ଥ : ସତସତିକା

ଉଦାହରଣ : କିଶୋର ରାମଲୀଳାରେ ଜୀବନ୍ତ ଅଭିନୟ କଲା

ସମକକ୍ଷ : ଜୀବନ୍ତ

जीता-जागता।

किशोर ने रामलीला में जीवंत अभिनय किया।
जीता जागता, जीता-जागता, जीताजागता, जीवंत, जीवन्त, प्राणवंत, सजीव

Full of zest or vigor.

A racy literary style.
lively, racy