ଅର୍ଥ : ପଞ୍ଜାବ ରାଜ୍ୟର ଏକ ଜିଲ୍ଲା
ଉଦାହରଣ :
ଜଳନ୍ଧର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଜଳନ୍ଧର ସହରରେ ଅବସ୍ଥିତ
ସମକକ୍ଷ : ଜଳଂଧର, ଜଳଂଧର ଜିଲ୍ଲା, ଜଳନ୍ଧର ଜିଲ୍ଲା
ଅର୍ଥ : ପଞ୍ଜାବ ରାଜ୍ୟର ଏକ ସହର
ଉଦାହରଣ :
ଜଳନ୍ଧରରେ ଜଣେ ନବେ ବର୍ଷର ମହିଳାଙ୍କୁ ହତ୍ୟା କରାଯାଇଛି
ସମକକ୍ଷ : ଜଳଂଧର, ଜଳଂଧର ସହର, ଜଳନ୍ଧର ସହର
ଅର୍ଥ : ସମୁଦ୍ରରୁ ଉତ୍ପନ୍ନ ହୋଇଥିବା ଯେଉଁ ଅସୁରଙ୍କୁ ଭଗବାନ ବିଷ୍ଣୁ ମାରିଥିଲେ
ଉଦାହରଣ :
ଜଳନ୍ଧରଙ୍କ ପତ୍ନୀ ବୃନ୍ଦା ଜଣେ ପତିବ୍ରତା ନାରୀଥିଲେ