ଅର୍ଥ : ପଞ୍ଜାବ ରାଜ୍ୟର ଏକ ଜିଲ୍ଲା
ଉଦାହରଣ :
ଜଳନ୍ଧର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଜଳନ୍ଧର ସହରରେ ଅବସ୍ଥିତ
ସମକକ୍ଷ : ଜଳଂଧର ଜିଲ୍ଲା, ଜଳନ୍ଧର, ଜଳନ୍ଧର ଜିଲ୍ଲା
ଅର୍ଥ : ପଞ୍ଜାବ ରାଜ୍ୟର ଏକ ସହର
ଉଦାହରଣ :
ଜଳନ୍ଧରରେ ଜଣେ ନବେ ବର୍ଷର ମହିଳାଙ୍କୁ ହତ୍ୟା କରାଯାଇଛି
ସମକକ୍ଷ : ଜଳଂଧର ସହର, ଜଳନ୍ଧର, ଜଳନ୍ଧର ସହର