ଅର୍ଥ : ନିଜର ଅଧିକାର, ପ୍ରଭୁତ୍ୱ ଅବା ସ୍ୱାମୀତ୍ୱ ଛଡ଼ାଇ ନେବା କିମ୍ବା ଅଧିକାର, ପ୍ରଭୁତ୍ୱଆଦିରୁ ଦୂରେଇ ଯିବା
ଉଦାହରଣ :
ରାଜା ରାଜସିଂହାସନକୁ ପରିତ୍ୟାଗ କଲେ ମିଥ୍ୟା ଆରୋପ ଲାଗିବାରୁ ସଂଚାଳକ ନିଜ ପଦରୁ ଦୂରେଇ ଗଲେ
ସମକକ୍ଷ : ଦୂରେଇଯିବା, ପରିତ୍ୟାଗ କରିବା, ହଟିଯିବା
ଅର୍ଥ : କିଛି କାରଣରୁ କୌଣସି କାମ ନ କରିବା
ଉଦାହରଣ :
ମୁଁ ଦ୍ୱିତୀୟ ତଥା ପଞ୍ଚମ ପ୍ରଶ୍ନ ଛାଡ଼ିଲି
ସମକକ୍ଷ : ବିଦାକରିବା
ଅର୍ଥ : ଧ୍ୟାନ ନ ଦେବା ବା ନ ଗଣିବା
ଉଦାହରଣ :
ବର୍ଷାଋତୁକୁ ଛାଡ଼ିଦେଲେ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥାଏ
ସମକକ୍ଷ : ବାଦଦେବା
ଅର୍ଥ : କାହାକୁ ତାଦ୍ୱାରା କୃତ ଅପରାଧ ଆରୋପରୁ ମୁକ୍ତ କରିଦେବା
ଉଦାହରଣ :
ବିଚାରପତି ଆସାମୀକୁ ମୁକ୍ତ କରିଦେଲେ
ସମକକ୍ଷ : ଅପରାଧ ମୁକ୍ତ କରିବା, ଦୋଷ ମୁକ୍ତ କରିବା
ଅର୍ଥ : ଉପଯୋଗ ବା ସେବନ ନ କରିବା (ଯାହା ଆଗରୁ କରାଯାଉଥିଲା)
ଉଦାହରଣ :
ମୋହନ ଦୁଇମାସ ପୂର୍ବରୁ ହିଁ ମଦ ପିଇବା ଛାଡ଼ିଦେଇଛି
ସମକକ୍ଷ : ତ୍ୟାଗକରିବା
ଅର୍ଥ : କୌଣସି କାରଣରୁ କିଛି କାମ ନହେଇପାରିବା
ଉଦାହରଣ :
ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
ସମକକ୍ଷ : ରହିଯିବା