ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଦାକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଦାକରିବା   କ୍ରିୟାପଦ

ଅର୍ଥ : କିଛି କାରଣରୁ କୌଣସି କାମ ନ କରିବା

ଉଦାହରଣ : ମୁଁ ଦ୍ୱିତୀୟ ତଥା ପଞ୍ଚମ ପ୍ରଶ୍ନ ଛାଡ଼ିଲି

ସମକକ୍ଷ : ଛାଡ଼ିଦେବା

किसी कारण से कोई कार्य न करना।

मैंने दूसरा तथा पाँचवाँ प्रश्न छोड़ा।
संस्था के सलाहकार अपने वर्तमान व्यवसाय को अलविदा कह रहे हैं।
अलविदा कहना, छोड़ देना, छोड़ना

Put an end to a state or an activity.

Quit teasing your little brother.
cease, discontinue, give up, lay off, quit, stop

ଅର୍ଥ : କାହାକୁ କେଉଁଠିକୁ ଯିବାପାଇଁ ଅନୁମତି ବା ଆଜ୍ଞା ଦେବା

ଉଦାହରଣ : ରାଜା ଜନକ ବିଭୋର ହୋଇ ସୀତାଙ୍କୁ ବିଦାକଲେ

ସମକକ୍ଷ : ବିଦାୟଦେବା

किसी को कहीं से चलने की अनुमति या आज्ञा देना।

राजा जनक ने हर्ष विभोर होकर सीता को विदा किया।
विदा करना