ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛନ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛନ୍ଦ   ବିଶେଷ୍ୟ

ଅର୍ଥ : ଦୁହିଁବା ସମୟରେ ଗାଈ, ମଈଁଷି ଆଦିଙ୍କ ଗୋଡ଼ ବାନ୍ଧିବା ଦଉଡ଼ି

ଉଦାହରଣ : ଗଉଡ଼ ଛନ୍ଦରେ ଗାଈର ପଚ୍ଛଗୋଡ଼ ଦୁଇଟା ବାନ୍ଧୁଛି

ସମକକ୍ଷ : ବନ୍ଧନୀ

दुहते समय गाय, भैंस आदि के पैरों को बाँधने की रस्सी।

ग्वाला नोई से गाय के दोनों पिछले पैर बाँध रहा है।
छाँद, छान, नोइनी, नोई, बंधी

ଅର୍ଥ : ବର୍ଣ, ମାତ୍ରା ଆଦିର ଗଣନା ହେବାବାଲା ପଦ୍ୟମାନଙ୍କର ବାକ୍ୟ ରଚନା

ଉଦାହରଣ : ଦୋହା, ସୋରଠା, ଚୌପାଈ ଆଦି ଛନ୍ଦର ପ୍ରକାର

वर्ण, मात्रा आदि की गिनती से होने वाली पद्यों की वाक्य रचना।

दोहा, सोरठा, चौपाई आदि छंद के प्रकार हैं।
छंद, छन्द

(prosody) a system of versification.

poetic rhythm, prosody, rhythmic pattern