ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଧନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଧନୀ   ବିଶେଷ୍ୟ

ଅର୍ଥ : ଦୁହିଁବା ସମୟରେ ଗାଈ, ମଈଁଷି ଆଦିଙ୍କ ଗୋଡ଼ ବାନ୍ଧିବା ଦଉଡ଼ି

ଉଦାହରଣ : ଗଉଡ଼ ଛନ୍ଦରେ ଗାଈର ପଚ୍ଛଗୋଡ଼ ଦୁଇଟା ବାନ୍ଧୁଛି

ସମକକ୍ଷ : ଛନ୍ଦ

दुहते समय गाय, भैंस आदि के पैरों को बाँधने की रस्सी।

ग्वाला नोई से गाय के दोनों पिछले पैर बाँध रहा है।
छाँद, छान, नोइनी, नोई, बंधी

ଅର୍ଥ : ବସ୍ତୁକୁ ଯେଉଁଥିରେ ବନ୍ଧାଯାଏ

ଉଦାହରଣ : ବନ୍ଧନୀ ମଜବୁତ ହେବା ଆବଶ୍ୟକ

ସମକକ୍ଷ : ବଂଧନୀ

वह जिससे कोई वस्तु बाँधी जाय।

बंधनी का मज़बूत होना आवश्यक है।
बंधनी, बन्धनी

Restraint that attaches to something or holds something in place.

fastener, fastening, fixing, holdfast

ଅର୍ଥ : ଯେଉଁ ଉପକରଣଦ୍ୱାରା ଯନ୍ତ୍ରଣା ଦିଆଯାଏ

ଉଦାହରଣ : ସିପାହୀ ଅପରାଧୀର ଗୋଡ଼କୁ ବନ୍ଧନୀରେ କସିଦେଲା

ସମକକ୍ଷ : କ୍ଲାମ୍ପ୍

एक प्रकार का उपकरण जिससे यंत्रणा दी जाती है।

सिपाही ने अपराधी के पैरों को शिकंजे से कस दिया।
शिकंजा

An instrument of torture that stretches or disjoints or mutilates victims.

rack, wheel