ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୋର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୋର   ବିଶେଷ୍ୟ

ଅର୍ଥ : ଚୋରିମାଲ୍‌ ଲୁଚିଛପି ବିକିବାବାଲା

ଉଦାହରଣ : ବୀରପ୍ପନ ଜଣେ କୁଖ୍ୟାତ ଚନ୍ଦନକାଠ ଚୋର ଥିଲା

ସମକକ୍ଷ : ଚୋରାବେପାରୀ, ତସ୍କର, ସ୍ମଗଲର୍‌

चोरी का माल चोरी-छिपे बेचनेवाला।

वीरप्पन एक कुख्यात चंदन तस्कर था।
तस्कर, लुंटाक, लुण्टाक, स्मगलर

Someone who imports or exports without paying duties.

contrabandist, moon curser, moon-curser, runner, smuggler

ଅର୍ଥ : ଯେ ଚୋରି ଡକାୟତି କରେ

ଉଦାହରଣ : ପୋଲିସ ଧସ୍ତାଧସ୍ତିରେ ଜଣେ ଡାକୁ ମରିଗଲା

ସମକକ୍ଷ : ଡକାଇତ, ଡାକୁ, ଦସ୍ୟୁ

वह जो डाका डालता हो।

पुलिस मुठभेड़ में एक डाकू मारा गया।
अपहारक, अपहारी, डकैत, डाकू, ढास, दस्यु

A thief who steals from someone by threatening violence.

robber

ଅର୍ଥ : ଯେ ଚୋରୀ କରେ

ଉଦାହରଣ : ଗାଁ ଲୋକମାନେ ଚୋରି କଲାବେଳେ ଚୋରକୁ ଧରିଲେ

ସମକକ୍ଷ : ତସ୍କର

A criminal who takes property belonging to someone else with the intention of keeping it or selling it.

stealer, thief

ଚୋର   ବିଶେଷଣ

ଅର୍ଥ : ଆଖି ଆଗରୁ ଜିନିଷ ନେଇ ପଳାଇବା ଲୋକ

ଉଦାହରଣ : ମେଳାରେ ଲୋକମାନେ ଜଣେ ଗଣ୍ଠିରିମାରୁକୁ ଧରିଲେ

ସମକକ୍ଷ : ଗଣ୍ଠିରିମାରୁ, ଠାଉକାଚୋର, ମାରୁ, ହାତଟେକା

आँख बचाकर चीज उठाकर ले भागने वाला।

मेले में लोगों ने एक उठाईगीरे व्यक्ति को पकड़ा।
उचक्का, उठाईगीरा, उड़चक, चाई, चाईं