ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୋରାବେପାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୋରାବେପାରୀ   ବିଶେଷ୍ୟ

ଅର୍ଥ : ଚୋରିମାଲ୍‌ ଲୁଚିଛପି ବିକିବାବାଲା

ଉଦାହରଣ : ବୀରପ୍ପନ ଜଣେ କୁଖ୍ୟାତ ଚନ୍ଦନକାଠ ଚୋର ଥିଲା

ସମକକ୍ଷ : ଚୋର, ତସ୍କର, ସ୍ମଗଲର୍‌

चोरी का माल चोरी-छिपे बेचनेवाला।

वीरप्पन एक कुख्यात चंदन तस्कर था।
तस्कर, लुंटाक, लुण्टाक, स्मगलर

Someone who imports or exports without paying duties.

contrabandist, moon curser, moon-curser, runner, smuggler

ଅର୍ଥ : ଚୋରା ଜିନିଷ କିଣୁଥିବା ବା ନିଜ ପାଖରେ ଲୁଚାଇ ରଖୁଥିବାଲୋକ

ଉଦାହରଣ : ପୋଲିସ ଜଣେ ଚୋରାବେପାରୀକୁ ଧରି ପକାଇଲେ

ସମକକ୍ଷ : ସ୍ମଗ୍ଲର୍

चोरी का माल खरीदने या अपने पास छुपाकर रखनेवाला आदमी।

पुलिस ने एक थाँगी को धर दबोचा।
थाँगी

Someone who engages illegally in trade in scarce or controlled commodities.

black marketeer

ଅର୍ଥ : ଚୋରା ଜିନିଷ କିଣାବିକା କରୁଥିବା ଦୋକାନି

ଉଦାହରଣ : ଗୁପ୍ତଚର ସୂଚନା ଉପରେ ପୋଲିସ ଜଣେ ଚୋରାବେପାରୀ ଘର ଛାପାମାର କଲେ

ସମକକ୍ଷ : ଚୋରାବ୍ୟବସାୟୀ

चोरी का माल खरीदने और बेचनेवाला दुकानदार।

गुप्तचर की सूचना पर पुलिस ने एक चोरहटिया को धर दबोचा।
चोरहटिया

Someone who engages illegally in trade in scarce or controlled commodities.

black marketeer