ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚେତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚେତା   ବିଶେଷଣ

ଅର୍ଥ : ଚେତନାରେ ଭରା ବା ଯେଉଁଥିରେ ଚେତନା ଅଛି

ଉଦାହରଣ : ଲୋକମାନଙ୍କଦ୍ୱାରା ମୃତ ବିଚାର କରାଯାଇଥିବା ବ୍ୟକ୍ତିକୁ ଦେଖିବାପରେ ଚିକିତ୍ସକ କହିଲେ ଯେ ତାର ଚେତା ଅଛି

ସମକକ୍ଷ : ଚେତନ, ଚେତନାଯୁକ୍ତ, ସଂଜ୍ଞାଯୁକ୍ତ, ସଚେତନ

चेतना से भरा हुआ या जिसमें चेतना हो।

लोगों द्वारा मृत समझे जाने वाले व्यक्ति को देखने के बाद चिकित्सक ने बताया कि वह चैतन्य है।
चेतन, चेतनायुक्त, चैतन्य, संज्ञायुक्त, सचेत, सचेतन