ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ସଚେତ
ଉଦାହରଣ : ଜାଗ୍ରତ ପହରାଦାର ଚୋରକୁ ଧରିନେଲା
ସମକକ୍ଷ : ଜାଗ୍ରତ, ସଜାଗ, ସତର୍କ, ସାବଧାନ, ହୁସିଆର
जो सचेत हो।
ଅର୍ଥ : ଚେତନାରେ ଭରା ବା ଯେଉଁଥିରେ ଚେତନା ଅଛି
ଉଦାହରଣ : ଲୋକମାନଙ୍କଦ୍ୱାରା ମୃତ ବିଚାର କରାଯାଇଥିବା ବ୍ୟକ୍ତିକୁ ଦେଖିବାପରେ ଚିକିତ୍ସକ କହିଲେ ଯେ ତାର ଚେତା ଅଛି
ସମକକ୍ଷ : ଚେତନ, ଚେତନାଯୁକ୍ତ, ଚେତା, ସଂଜ୍ଞାଯୁକ୍ତ
चेतना से भरा हुआ या जिसमें चेतना हो।
ସଂସ୍ଥାପନ କରନ୍ତୁ