ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିଲର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିଲର   ବିଶେଷ୍ୟ

ଅର୍ଥ : ଅଧିକ ମୂଲ୍ୟର ପଇସା ବଦଳରେ ତାରି ସମାନ ମୂଲ୍ୟର ପରିବର୍ତ୍ତିତ କମ୍ ମୂଲ୍ୟର ପଇସା

ଉଦାହରଣ : ମୋତେ ପାଞ୍ଚଶହ ଟଙ୍କାର ଖୁଚୁରା ଦରକାର

ସମକକ୍ଷ : ଖୁଚୁରା, ରେଜା

अधिक मूल्य वाले पैसे के बदले में उसके बराबर मूल्य के परिवर्तित छोटे मूल्य वाले पैसे।

मुझे पाँच सौ के नोट की चिल्हर चाहिए।
खुदरा, चिल्हर, छुट्टा, फुटकर, फुटकल

Money received in return for its equivalent in a larger denomination or a different currency.

He got change for a twenty and used it to pay the taxi driver.
change

ଅର୍ଥ : ଚାରେଣୀ, ଆଠେଣୀଆଦିର ଛୋଟ ପଇସା

ଉଦାହରଣ : ମାଆ ଘଡ଼ିରେ ଖୁଚୁରା ଜମା କରନ୍ତି

ସମକକ୍ଷ : ଖୁଚୁରା, ରେଜା

चवन्नी, अठन्नी आदि के छोटे सिक्के।

माँ गुल्लक में चिल्लर जमा करती है।
खुदरा, चिल्लर, चिल्हर, छुट्टा, फुटकर, फुटकल, रेजगारी, रेजगी

A trifling sum of money.

chickenfeed, chump change, small change

ଅର୍ଥ : ବିଶେଷକରି ମଇଳା ପୋଷାକରେ ଦେଖା ଯାଉଥିବା ଉକୁଣି ଆକାରର ଗୋଟିଏ ଧଳା ପୋକ

ଉଦାହରଣ : ସଫାସୁତୁରା ନହେବା କାରଣରୁ ସିଲେଇ ହୋଇଥିବାଲୁଗାରେ ଚିଲର ପଡ଼ିଯାଏ

जूँ के आकार का एक सफेद कीड़ा जो विशेषकर मैले पहनावों में पाया जाता है।

साफ-सफाई न होने के कारण सिले हुए कपड़ों में चीलर पड़ जाते हैं।
चिल्लड़, चिल्लर, चीलर, चील्लड़, पालि

Wingless usually flattened bloodsucking insect parasitic on warm-blooded animals.

louse, sucking louse