ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଙ୍କିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଙ୍କିବା   କ୍ରିୟାପଦ

ଅର୍ଥ : କୌଣସି ବିଷୟ, ବସ୍ତୁ ଆଦିର ଏହି ପ୍ରକାର ଲିଖିତ ବା କଥିତ ବର୍ଣ୍ଣନା କରିବା ଯେଉଁଥିରେ ତାହାର ଫଟୋ ଆଖି ସାମ୍ନାରେ ଦେଖାଯାଏ

ଉଦାହରଣ : ସୂରଦାସ ଭ୍ରମର ଗୀତରେ ବିରହିଣୀ ଗୋପିମାନଙ୍କର ବହୁତ ଚିତ୍ର ଚିତ୍ରିତ କରିଛନ୍ତି

ସମକକ୍ଷ : ଅଙ୍କନ କରିବା, ଚିତ୍ରିତ କରିବା

किसी विषय, वस्तु आदि का इस तरह लिखित या कथित वर्णन करना जिससे उसकी तस्वीर आँखों के सामने उभर आए।

सूरदास ने भ्रमर गीत में वियोगिनी गोपियों का बहुत सुन्दर चित्र खींचा है।
ईंचना, ईचना, ऐंचना, खींचना, खीचना

To give an account or representation of in words.

Discreet Italian police described it in a manner typically continental.
account, describe, report