ଅର୍ଥ : ଯେଉଁ ଛନ୍ଦର ପଞ୍ଚମ,ଅଷ୍ଟମ ଏବଂ ନବମ ମାତ୍ରା ଲଘୁ ଏବଂ ଅନ୍ତିମ ମାତ୍ରା ଗୁରୁ ହୋଇଥାଏ
ଉଦାହରଣ :
ଚଞ୍ଚଳାର ପ୍ରତ୍ୟେକ ଚରଣରେ ଷୋହଳ ମାତ୍ରା ଥାଏ
ସମକକ୍ଷ : ଚଂଚଳା, ଚଞ୍ଚଳା, ବ୍ରହ୍ମରୂପକ
ଅର୍ଥ : ଜଣେ ଅପ୍ସରା
ଉଦାହରଣ :
ଚିତ୍ରାର ବର୍ଣ୍ଣନା ପୁରାଣରେ ମିଳେ
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ ଯେଉଁଥିରେ ଷୋହଳଟି ବର୍ଣ୍ଣ ଥାଏ
ଉଦାହରଣ :
ଚିତ୍ରାର ପ୍ରଥମ ତିନୋଟି ନଗଣ, ପୁନଶ୍ଚ ଦୁଇଟି ୟଗଣ ଥାଏ
ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ଗୋଟିଏ
ଉଦାହରଣ :
ଚିତ୍ରା ଚନ୍ଦ୍ରର ପଥରେ ପଡ଼ୁଥିବା ଚତୁର୍ଦଶ ନକ୍ଷତ୍ର
ସମକକ୍ଷ : ଚିତ୍ରାନକ୍ଷତ୍ର
ଅର୍ଥ : ଚନ୍ଦ୍ରମା ଚିତ୍ରା ନକ୍ଷତ୍ରରେ ଥିବା ସମୟ
ଉଦାହରଣ :
ସ୍ୱାତୀର ଜନ୍ମ ଚିତ୍ରା ନକ୍ଷତ୍ରରେ ହୋଇଥିଲା
ସମକକ୍ଷ : ଚିତ୍ରା ନକ୍ଷତ୍ର