ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଦ୍ରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଦ୍ରା   ବିଶେଷ୍ୟ

ଅର୍ଥ : ଅର୍ଜୁନଙ୍କର ଜଣେ ସ୍ତ୍ରୀ

ଉଦାହରଣ : ସୁଭଦ୍ରା କୃଷ୍ଣ ଏବଂ ବଳରାମଙ୍କର ଭଉଣୀ ଥିଲେ

ସମକକ୍ଷ : ଚିତ୍ରା, ସାତ୍ୱତୀ, ସୁଭଦ୍ରା

अर्जुन की एक पत्नी।

सुभद्रा कृष्ण और बलराम की बहन थीं।
चित्रा, सात्वती, सुभद्रा

An imaginary being of myth or fable.

mythical being

ଅର୍ଥ : କୈକେୟ ରାଜ୍ୟର ଜଣେ କନ୍ୟା

ଉଦାହରଣ : ଭଦ୍ରା କୃଷ୍ଣଙ୍କ ଅଷ୍ଟପାଟ୍ଟରାଣୀଙ୍କ ମଧ୍ୟରେ ଜଣେ ଥିଲେ

कैकय राज की एक कन्या।

भद्रा कृष्ण की आठ पटरानियों में से एक थीं।
भद्रा

An imaginary being of myth or fable.

mythical being

ଅର୍ଥ : ଜଣେ ଋଷି ପତ୍ନୀ

ଉଦାହରଣ : ପୁରାଣରେ ଭଦ୍ରାଙ୍କ ବର୍ଣ୍ଣନା ମିଳେ

एक ऋषि-पत्नी।

भद्रा का वर्णन पुराणों मे मिलता है।
भद्रा

An imaginary being of myth or fable.

mythical being

ଅର୍ଥ : ସୂର୍ଯ୍ୟଙ୍କ ଜଣେ କନ୍ୟା

ଉଦାହରଣ : ଛାୟାଙ୍କ ଗର୍ଭରୁ ଭଦ୍ରା ଉତ୍ପନ୍ନ ହୋଇଥିଲେ

सूर्य की एक कन्या।

भद्रा छाया के गर्भ से उत्पन्न हुई थी।
भद्रा

An imaginary being of myth or fable.

mythical being