ଅର୍ଥ : ଯେ ସବୁ କଥାରେ କାହାରି ଠାରୁ ଅଧିକ ବା ଶ୍ରେଷ୍ଠ
ଉଦାହରଣ :
ରାମଚନ୍ଦ୍ର ରଘୁକୁଳର ଶିରୋମଣି ଥିଲେ
ସମକକ୍ଷ : ଶିରୋମଣି
ଅର୍ଥ : ରାମଲୀଳା ଆଦିରେ ଅଭିନେତାମାନଙ୍କୁ ମୁହଁରେ ଚନ୍ଦନ ବା ରଙ୍ଗରେ ଲଗାଯାଇଥିବା ତିଳକ
ଉଦାହରଣ :
ଝାଳରେ ତିଳକ ବିଗିଡ଼ି ଯାଇଛି
ସମକକ୍ଷ : ଚିତା
ଅର୍ଥ : ବସନ୍ତ ଋତୁରେ ଫୁଲ ଫୁଟୁଥିବା ଏକ ଗଛ ଯେଉଁଥିରେ ଚହଟ ଲାଲ ରଙ୍ଗର ଫୁଲ ଫୁଟେ
ଉଦାହରଣ :
ତିଳକ ଫୁଲ ଆକର୍ଷଣୀୟ ଲାଗେ