ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାରିଛକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାରିଛକ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଚାରୋଟି ଗ୍ରାମର ସୀମା ମିଶିଛି

ଉଦାହରଣ : କେହିଜଣେ ଗୁଣିଗାରେଡ଼ି କରି ସିନ୍ଦୁର,ଚୂଡ଼ି,ଟିକିଲି,କଳାକନା ଆଦି ଚାରିଛକିରେ ରଖିଦେଇଛି

ସମକକ୍ଷ : ଚାରିଛକି

वह स्थान जहाँ चार गाँवों की सीमाएँ मिलती हों।

किसी ने टोना-टोटका करके सिंदूर, चूड़ी, टिकली, काले कपड़े आदि को चौसिंहे पर रख दिया है।
चौसिंघा, चौसिंहा

ଅର୍ଥ : ଯେଉଁ ଜାଗାରେ ଚାରିଟି ରାସ୍ତା ମିଶିଥାଏ

ଉଦାହରଣ : ସେ ଚାରିଛକ ମଝିରେ ଠିଆହୋଇ ଭାଷଣ ଦେଉଥିଲେ

ସମକକ୍ଷ : ଚୌକ, ଚୌମୁହାଣି, ଚୌରାସ୍ତା

वह स्थान जहाँ चार रास्ते मिलते हों।

वह बीच चौराहे पर खड़े होकर भाषण दे रहा था।
चतुष्पथ, चौक, चौमुहानी, चौरस्ता, चौराहा, चौहट्टा, प्रवण

A junction where one street or road crosses another.

carrefour, crossing, crossroad, crossway, intersection