ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାରିଛକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାରିଛକି   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଚାରୋଟି ଗାଁର ସୀମା ମିଶିଥାଏ

ଉଦାହରଣ : ଏହି ମନ୍ଦିର ହିଁ ଏ ଚାରି ଗାଁର ଚାରିଦୋସମାଳୀ

ସମକକ୍ଷ : ଚାରିଦୋସମାଳୀ

वह स्थान जहाँ चार गाँवों की सीमाएँ मिलती हैं।

यह मंदिर ही इन चार गाँवों का चौखा है।
चौखा

ଅର୍ଥ : ଯେଉଁ ସ୍ଥାନରେ ଚାରୋଟି ଗ୍ରାମର ସୀମା ମିଶିଛି

ଉଦାହରଣ : କେହିଜଣେ ଗୁଣିଗାରେଡ଼ି କରି ସିନ୍ଦୁର,ଚୂଡ଼ି,ଟିକିଲି,କଳାକନା ଆଦି ଚାରିଛକିରେ ରଖିଦେଇଛି

ସମକକ୍ଷ : ଚାରିଛକ

वह स्थान जहाँ चार गाँवों की सीमाएँ मिलती हों।

किसी ने टोना-टोटका करके सिंदूर, चूड़ी, टिकली, काले कपड़े आदि को चौसिंहे पर रख दिया है।
चौसिंघा, चौसिंहा