ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧନୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧନୁ   ବିଶେଷ୍ୟ

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ନବମ ରାଶି, ଯାହାଙ୍କ ମଧ୍ୟରେ ମୂଳା, ପୂର୍ବାଷାଢ଼ା ତଥା ଉତ୍ତରାଷାଢ଼ାର ଏକ ପାଦ ଆସେ

ଉଦାହରଣ : ଏହି ମାସ ଧନୁରାଶିପାଇଁ ସୁଫଳଦାୟୀ

ସମକକ୍ଷ : ଧନୁରାଶି

बारह राशियों में से नवीं राशि,जिसके अंतर्गत मूल और पूर्वाषाढ़ा तथा उत्तराषाढ़ा का एक चरण आता है।

यह माह धनु राशि वालों के लिए फलदायी है।
धनु, धनु राशि, धनुराशि

The ninth sign of the zodiac. The sun is in this sign from about November 22 to December 21.

archer, sagittarius, sagittarius the archer

ଅର୍ଥ : ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ

ଉଦାହରଣ : ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା

ସମକକ୍ଷ : କୋଦଣ୍ଡ, ଚାପ

बाँस या लोहे आदि की छड़ को कुछ झुकाकर उसके दोनों सिरों के बीच डोरी बाँधकर बनाया हुआ अस्त्र, जिससे तीर चलाते हैं।

शिकारी ने धनुष से निशाना साधा और शेर को ढेर कर दिया।
कमान, कोडंड, कोदंड, चाँप, चाप, तुजीह, धनक, धनु, धनुष, धन्व, धन्वा, धरम, धर्म, बाँक, शरायुध, शरासन

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ଧନୁରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଧନୁରାଶିରେ ଥାଏ

ଉଦାହରଣ : ଧନୁରାଶିପାଇଁ ଏବର୍ଷ ଫଳଦାୟକ

ସମକକ୍ଷ : ଧନୁରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य धनुराशि में हो।

धनुराशिवालों के लिए यह वर्ष फलदायी है।
धनु राशिवाला, धनुराशिवाला

(astrology) a person who is born while the sun is in Sagittarius.

archer, sagittarius