ଅର୍ଥ : ମାସେ ପର୍ଯ୍ୟନ୍ତ ଚାଲୁଥିବା ଏକ ବ୍ରତ ଯେଉଁଥିରେ ଚନ୍ଦ୍ରଙ୍କ କ୍ଷୟ ଓ ବୃଦ୍ଧି ଅନୁସାରେ ଗ୍ରାସର ପରିମାଣ କ୍ରମାନୁସାରେ ବଢ଼ାଯାଏ ଓ କମାଯାଏ
ଉଦାହରଣ :
ରବିଶଙ୍କର ଚାନ୍ଦ୍ରାୟଣ ବ୍ରତ କରନ୍ତି
ସମକକ୍ଷ : ଚାନ୍ଦ୍ରାୟଣ ବ୍ରତ
ଅର୍ଥ : ଗୋଟିଏ ମାନ୍ତ୍ରିକ ଛନ୍ଦ ଯେଉଁଥିରେ ଏକତିରିଶଟି ମାତ୍ରା ଥାଏ
ଉଦାହରଣ :
ଚାନ୍ଦ୍ରାୟଣର ପ୍ରତ୍ୟେକ ଚରଣରେ ଏକାଦଶ ଏବଂ ଦଶମ ମାତ୍ରାରେ ବିରାମ ହୁଏ
ସମକକ୍ଷ : ଚାଂଦ୍ରାୟଣ, ଚାଂଦ୍ରାୟଣ ଛନ୍ଦ, ଚାନ୍ଦ୍ରାୟଣ ଛନ୍ଦ