ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାନ୍ଦ୍ରାୟଣ ବ୍ରତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ମାସେ ପର୍ଯ୍ୟନ୍ତ ଚାଲୁଥିବା ଏକ ବ୍ରତ ଯେଉଁଥିରେ ଚନ୍ଦ୍ରଙ୍କ କ୍ଷୟ ଓ ବୃଦ୍ଧି ଅନୁସାରେ ଗ୍ରାସର ପରିମାଣ କ୍ରମାନୁସାରେ ବଢ଼ାଯାଏ ଓ କମାଯାଏ

ଉଦାହରଣ : ରବିଶଙ୍କର ଚାନ୍ଦ୍ରାୟଣ ବ୍ରତ କରନ୍ତି

ସମକକ୍ଷ : ଚାନ୍ଦ୍ରାୟଣ

महीने भर का एक व्रत जिसमें चन्द्रमा के घटने-बढ़ने के अनुसार भोजन के कौर घटाने-बढ़ाने पड़ते हैं।

रविशंकरजी चंद्रायण रखते हैं।
चंद्रायण, चंद्रायण व्रत, चन्द्रायण, चांद्रायण, चांद्रायण व्रत, चान्द्रायण

A solemn pledge (to oneself or to another or to a deity) to do something or to behave in a certain manner.

They took vows of poverty.
vow