ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଖିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଖିବା   ବିଶେଷ୍ୟ

ଅର୍ଥ : କୌଣସି ଜିନିଷକୁ ପାଟିରେ ପକାଇ ଏହାର ସ୍ବାଦ କେମିତି ଜାଣିବାର କ୍ରିୟା

ଉଦାହରଣ : ରୋଷେଇ ବେଳେ ପଲଉର ବାସନା ପାଇ ସେ ଆସ୍ବାଦନ ନିମନ୍ତେ ଲୋଭେଇ ଉଠିଲା

ସମକକ୍ଷ : ଆସ୍ବାଦନ, ରସାନୁଭବ, ସ୍ବାଦ ଗ୍ରହଣ

किसी चीज को मुँह में डालकर यह देखने की क्रिया कि उसका स्वाद कैसा है।

रसोई से पुलाव की खुशबू पाकर वह आस्वादन के लिए ललक उठी।
आस्वादन, चखना, स्वाद लेना

ଚାଖିବା   କ୍ରିୟାପଦ

ଅର୍ଥ : କୌଣସି ଖାଇବା କିମ୍ବା ପିଇବା ଜିନିଷକୁ ଅନୁଭବ କରିବା

ଉଦାହରଣ : ସେ ପରସିବା ପୂର୍ବରୁ ଖାଦ୍ୟ ଚାଖିଲା

ସମକକ୍ଷ : ଆସ୍ୱାଦନ କରିବା, ସ୍ୱାଦ ନେବା

कुछ खाने या पीने की चीज़ का अनुभव करना।

उसने परोसने से पहले खाने को चखा।
आस्वादन करना, चखना, स्वाद लेना

Have flavor. Taste of something.

savor, savour, taste