ଅର୍ଥ : ଚମକିବା କ୍ରିୟା ବା ଭାବ
ଉଦାହରଣ :
ହଠାତ୍ ଜୋର୍ ଶବ୍ଦ ଶୁଣି ଛୋଟ ପିଲାର ଚମକିବା କିଛି ନୂଆ କଥା ନୁହେଁ
ଅର୍ଥ : ଆଲୋକ ବିଚ୍ଛୁରିତହେବା
ଉଦାହରଣ :
ହୀରାଖଚିତ ଅଳଙ୍କାର ଚମକୁଛି
ଅର୍ଥ : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
ଉଦାହରଣ :
ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
ସମକକ୍ଷ : ଉଜ୍ଜ୍ୱଳ କରିବା, ଚକ୍ମକ୍ କରିବା, ଚମକ ଆସିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା